#କାଳିଆ_ପ୍ରେମରେ_କୁନି_ଭକ୍ତ !
କାଳିଆ ପ୍ରେମରେ ଡୋରି ପକାଇ ପାରିଲାନି କୋରୋନା। କାଳିଆର ଆଶୀର୍ବାଦ ଟିକିଏ ପାଇବାକୁ ରାୟଗଡା ବ୍ରାହ୍ମଣ ସାହିର ଦେବାଶିଷ ଦାଶ ତିଆରି କରିଛନ୍ତି କୁନି ରଥ। ସେହିପରି କୋରାପୁଟ ଲକ୍ଷ୍ମୀପୁରରେ କୁନି ରଥରେ ସମସ୍ତ ରୀତିନୀତି ପାଳନ କରିଥିଲେ କୁନି ପିଲା
#ArgusNews #Odisha #ArgusNewsTV #Rayagada #Koraput #KuniRatha #RathYatra2021